ନୂଆଦିଲ୍ଲୀ, ୨୭/୧୧ : ବୁଧବାର ପାକିସ୍ତାନରେ ହେବାକୁ ଥିବା କରତାରପୁର କରିଡରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ପଞ୍ଜବର ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପାକିସ୍ତାନ ପହଁଚିଛନ୍ତି । ବାବା ନାନକଙ୍କ ଖବରଦାତା ଭାବରେ ଶାନ୍ତିର ସନ୍ଦେଶ ଦେବାକୁ ସେ ସେଠାକୁ ଯାଇଥିବା କହିଛନ୍ତି । ଏହା ଏକ ଧାର୍ମିକ ପ୍ରସଙ୍ଗ ହୋଇଥିବାରୁ ଭାରତର କୌଣସି ନେତା ବା କେନ୍ଦ୍ରମନ୍ତ୍ରୀ ତାଙ୍କୁ ପାକିସ୍ତାନ ଯିବାକୁ ନ ରୋକି ତାଙ୍କୁ ପ୍ରତ୍ସାହନ କରିଥିବା ସେ କହିଛନ୍ତି । ସିଦ୍ଧୁ କହିଛନ୍ତି, ଧର୍ମକୁ ରାଜନୈତିକ ଚଷମାରେ ଦେଖିବା ଉଚିତ ନୁହେଁ । ଏହି ଦୁନିଆରେ ଏପରି କୌଣସି ନେତା କି ଜନକ ନଥିବେ ଯିଏ ଭକ୍ତଙ୍କୁ ଧାର୍ମିକ ସ୍ଥଳକୁ ଯିବାକୁ ମନା କରିବ । ସେ କହିଛନ୍ତି ଯେ, ମୋର ପାକିସ୍ତାନ ଆସିବାର କୌଣସି ପ୍ରଭାବ କଂଗ୍ରେସ ଉପରେ ପଡିବ ନାହିଁ ଛ ବରଂ ଆମ ମସ୍ତିଷ୍କ ଏବଂ ହୃଦୟରେ ପଡିଥିବା ଫାଟକୁ ଦୂର କରିଦେବ । ଭାରତରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗତକାଲି କରତାରପୁର କରିଡରର ଶିଳାନ୍ୟାସ କରିଥିଲେ ।
ପାକିସ୍ତାନରେ ପହଁଚିଲେ ସିଦ୍ଧୁ
- Advertisement -
Stay Connected
Comment
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- prevacid otc generic on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- allopurinol 300 mg on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.