କେନ୍ଦ୍ରାପଡା ; କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଜୁଣ ଛକ ଠାରେ ଥିବା ଏଟିଏମ ତାଡି ଦୁର୍ବୃତ୍ତ ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା । ଗତକାଲି ବିଳମ୍ବିତ ରାତିରେ ଜୁଣ ଛକ ଠାରେ ଥିବା ଆକ୍ସିସ୍ ବ୍ୟାଙ୍କ ପଛପଟ କବାଟ ଭାଙ୍ଗି ଏଟିଏମର ସଟର ତାଡି ଲୁଟ କରିଛନ୍ତି ଦୁର୍ବୃତ୍ତ । ତେବେ କିଭଲି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଲୁଟ କଲେ ଦୃବୁତ୍ତ ତାହା ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି । ବାରମ୍ବାର ସହରରେ ଏଭଳି ଲୁଟ ହେଉଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଘଟଣାସ୍ଥଳରେ ମାର୍ଶଘାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଦୁର୍ବୃତ୍ତ ଏଟିଏମ ସଟର ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା !
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.