ଭୁବନେଶ୍ୱର : ଆଗାମି ଦିନିକିଆ ଓ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତୀୟ ଦଳ ଏହି ସିରିଜ ଗୁଡିକ ଅଷ୍ଟ୍ରଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ । ଦିର୍ଘଦିନ ପରେ ଦଳରେ ସ୍ଥାନ ପାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସଂ ଧୋନି ଅେ୍େଟଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଉଭୟ ଦିନିକିଆ ଓ ଟି-୨୦ ମ୍ୟାଚରେ ଖେଳିବେ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଭାରତୀୟ ଦିନିକିଆ ଦଳରୁ ଋଷଭ ପନ୍ତ ଓ ଆଜିଙ୍କ୍ୟ ରାହେଣଙ୍କୁ ବାଦ୍ ଦିଆଯାଇଛି । କିନ୍ତୁ ଦିନେଶ କାର୍ତ୍ତିକ ନିଜ ସ୍ଥାନ ବଜାୟ ରଖିଛନ୍ତି । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଖଲିଲ ଅହମ୍ମଦ ପୁଣିଥରେ ଦଳକୁ କମବ୍ୟାକ୍ କରିଛନ୍ତି ।ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ୱିକେଟକିପର ଭୂମିକାରେ ନଜର ଆସିବେ ଧୋନି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଋଷଭ ପନ୍ତଙ୍କୁ ଦଳରେ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷରେ ୧୨ ଜାନୁଆରୀରୁ ଆରମ୍ଭ ହୋଇ ୧୮ ଜାନୁୟାରୀରେ ଶେଷ ହେବ । ସେହିପରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୩ ଜାନୁୟାରୀରୁ ଆରମ୍ଭ ହେବ ।
କ୍ରିକେଟ୍ : ଆଗାମି ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଦଳକୁ ଫେରିଲେ ଧୋନି !
1 Comment
1 Comment

Watch sexyLaganas blowjob contestFree hentai games and moreDiscount coupons asian foodAround nakeFree
ebook the sex gatesVauxhall pleasure gardens londonTeen hardcore
gangbang pornhubVagina monologues angryDick szymanski xnxx Kaisha sexLadyboy
escort in manilaJapan teacher fucks japanese girl studentDog tie sex with womenI want
tosee gapeing analOffice blowjob tubeUrsula alf nude https://xxxxvideos.cc/ Vintage norton motorcycleTotally
pussyIndian porn with storiesMiss usa sexy picsDavid eisenberg sex and the cityCaribbean assFree streaming
cougar and boy pornAdult video stores jacksonville ncMan adult basketball
league xnxx Julian moore xxxSexy angel devilSex lies videotape castSqueeze your big tits togetherDildo lady sandra videosBest pierced clitAss tight jeansIs the ass