ପୁରୀ ; ପୁଣି ଭକ୍ତଙ୍କୁ ମରାଣାନ୍ତକ ଆକ୍ରମଣ, ଯାହା ଜଗାକୁ କଳଙ୍କ ଲାଗିଛି । ଅଶାନ୍ତ ହୋଇ ପଡ଼ିଛି ପର୍ଯ୍ୟଟକ ସହର ପୁରୀ । ଗତକାଲି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦୁର୍ବୃତ୍ତମାନେ ଜଣେ ଭକ୍ତଙ୍କୁ ଗୁଳିମାଡ଼ କରିଥିବା ବେଳେ ଆଜି ଅନ୍ୟ ଜଣେ ଭକ୍ତଙ୍କୁ ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ତଂଟି କାଟି ଦେଇଛନ୍ତି । ଗୁରୁତର ଭକ୍ତକୁ ପ୍ରଥମେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ପରେ ବଡ଼ ମେଡ଼ିକାଲକୁ ସ୍ତାନାନ୍ତରିତ କରାଯାଇଛି । ଗୁରୁତର ଭକ୍ତ ପ୍ରମୋଦଙ୍କ ଘର ବାଲେଶ୍ୱର ଜିଲ୍ଲା ହୋଇଥିବା ବେଳେ କିଛି ଗୁଜୁରାଟୀ ଭକ୍ତଙ୍କୁ ନେଇ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଆସିଥିଲେ । ପାର୍କିଂ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ମନିପର୍ସ ଓ ସୁନା ଚେନ୍ ଲୁଟି ନେଇ ଥିଲେ । ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଛୁରିରେ ଆକ୍ରମଣ କରିଥିଲେ । ଗତକାଲି ସିଂହଦ୍ୱାର ସମ୍ମୁଖରେ ଗୁଳିମାଡ଼ର ଶିକାର ହୋଇଥିବା ଭକ୍ତ ସଞ୍ଜୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଅପରାଧିକୁ ଧରିବା ପାଇଁ ସାରା ସହରରେ ଛାନଭିନ୍ ଜାରି ରଖିଛି ।
କାଲି ଭକ୍ତଙ୍କୁ ଗୁଳିକରି ମାରିଦେଲେ, ଆଜି ତଣ୍ଟି କାଟିଦେଲେ !
2 Comments
2 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.