ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁଲ-ଏ’ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡ ଗୁରୁବାର ବିଜୟୀ ହୋଇଛି। ହକି ବିଶ୍ୱକପର ୧୪ତମ ସଂସ୍କରଣର ୪ର୍ଥ ମ୍ୟାଚରେ ଫ୍ରାନ୍ସ ୨-୧ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।ଆଜି ‘ପୁଲ-ଏ’ରେ ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଖେଳାଯାଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ ସ୍ପେନ ବିପକ୍ଷରେ ବିଜୟୀ ହୋଇଥିଲା। ଆର୍ଜେଣ୍ଟିନା ବିପକ୍ଷରେ ସ୍ପେନ ପ୍ରଥମ ଗୋଲ ଦେଇଥିବା ବେଳେ କିଛି ସମୟ ପରେ ଆର୍ଜେଣ୍ଟିନା ଏହାକୁ ସମାନ ସ୍ତରକୁ ଆଣିଥିଲା। ପ୍ରାୟ ୧୫ ହଜାର ଦର୍ଶକ ଉପସ୍ଥିତ ଥିବା କଳିଙ୍ଗ ହକି ଗ୍ରାଉଣ୍ଡରେ ସ୍ପେନ ତରଫରୁ ଜୋସେଫ ରୋମେୟୁ ଏକ ଗୋଲ ଦେଇ ଦଳକୁ ୨-୧ରେ ଅଗ୍ରଣୀ କରିଥିଲେ। ଆର୍ଜେଣ୍ଟିନା ଏହାକୁ ପୁଣି ସମାନ ସ୍ତରକୁ ଆଣି ମ୍ୟାଚକୁ ୨-୨ରେ ପହଞ୍ଚାଇଥିଲା। ସେହିପରି ଆର୍ଜେଣ୍ଟିନାର ୩ୟ ଗୋଲକୁ ସ୍ପେନ ଅଳ୍ପ ସମୟ ମଧ୍ୟରେ ସମାନ କରି ଦେଇଥିଲା। ଶେଷରେ ଅର୍ଜେଣ୍ଟିନା ଏହି ମ୍ୟାଚକୁ ୪-୩ ଗୋଲରେ ବିଜୟୀ ହୋଇଥିଲା।
ଓଡ଼ିଶା ପୁରୁଷ ହକି ବିଶ୍ୱକପ୍: ଫ୍ରାନ୍ସକୁ ୨-୧ ଗୋଲରେ ପରାସ୍ତ କଲା ନ୍ୟୁଜିଲାଣ୍ଡ
Leave a Comment
Leave a Comment
- Advertisement -
Stay Connected
Comment
- reglan injection on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- lasix pill on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- levitra on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- metoprolol tart on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
