୬୭ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ମୁକୁଟ ହାତେଇଛନ୍ତି ଫିଲିପାଇନ୍ସର କ୍ୟାଟରିଆନୋ ଏଲିସା ଗ୍ରେ । ଏଥର ଭାରତକୁ ଖାଲି ହାତରେ ଫେରିବାକୁ ପଡିଛି । ଭାରତୀୟ ପ୍ରତିଯୋଗୀ,ମୁମ୍ବାଇର ୨୨ ବର୍ଷୀୟା ନେହଲ ଚୁଡାସମା ୯୪ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ହୋଇଥିଲେ ମଧ୍ୟ ଟପ୍ ୨୦ରୁ ବାଦପଡିଯାଇଥିଲେ। ପ୍ରତିଯୋଗିତାରେ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ଫାଷ୍ଟ ରନର-ଅପ ଓ ୱେନେଜୁଏଲାର ସେକେଣ୍ଡ ରନର-ଅପ ହୋଇଛନ୍ତି । ମିସ୍ ୟୁନିଭର୍ସ ୨୦୧୭ ଡେମି ଲେ ନେଲ୍ ପିଟର୍ସ , ମିସ୍ ୟୁନିଭର୍ସ ୨୦୧୮ଏଲିସାଙ୍କୁ ତାଜ୍ ପିନ୍ଧାଇଥିଲେ ।
ମିସ୍ ୟୁନିଭର୍ସ ୨୦୧୮ର ମୁକୁଟ ପିନ୍ଧିଲେ ଫିଲିପାଇନ୍ସର କ୍ୟାଟରିଆନୋ ଏଲିସା ଗ୍ରେ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- 1win_ntPl on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- Aronjorge on ଚୋରା ସାଜିଥିଲା କୋଟିପତି
- Irvingcloum on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- mostbet_pmSt on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- 1win_sbPl on ଆଜିର ରାଶିଫଳ
