ଭୁବନେଶ୍ୱର : ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଏହି ଅଂଚଳବାସୀ ପାଇପାରିବେ ବିଶୁଦ୍ଧ ମଧୁର ପାନୀୟ ଜଳ । ଏହି ପ୍ରକଳ୍ପ ଅନୁଯାଇ ପ୍ରତିଦିନ ୭୦ ଲିଟର ବିଶୁଦ୍ଧ ପାଣି ପାଇବେ ଲୋକ । ୨୪୧କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ମହାକାଳପଡା ଓ ମାର୍ଶାଘାଇ ବ୍ଲକର ୨ଶହ ଗାଁକୁ ବିଶୁଦ୍ଧ ପାନୀୟ ଜଳ ମିଳିବ । ଏହି ପ୍ରକଳ୍ପ ଦ୍ୱାରା ମହାକାଳପଡା ବ୍ଲକର ୧୪୮ ଟି ଗାଁ ଓ ମାର୍ଶାଘାଇ ବ୍ଲକର ୫୨ଟି ଗାଁର ଲୋକେ ବିଶୁଦ୍ଧ ପିଇବା ପାଣି ପାଇପାରିବେ । ଏହାସହ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ନୂଆ ଟୋଲଫ୍ରୀ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ୧୯୧୬ ନମ୍ବରରେ କଲ କରି ନିଜ ଗାଁର ପାଣି ସମସ୍ୟା ବିଷୟରେ ଜଣାଇପାରିବେ । ଜଳ ପ୍ରକଳ୍ପର ଭିତିପ୍ରସ୍ଥର କାର୍ଯ୍ୟକ୍ରମ ଶେଷ ହେବା ପରେ ଏକ ବିରାଟ ସାଧାରଣ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବସୁଧା ଜଳପ୍ରକଳ୍ପର ଭିତିପ୍ରସ୍ଥର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !
2 Comments
2 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Zanurz się w fascynujący świat kasyna online Slottica, popularnej platformy hazardowej, która zdobyła uznanie graczy w ponad 15 krajach Europy, w tym w Polsce, Niemczech i Czechach. Nasza oferta obejmuje przeszło 8500 gier kasynowych od czołowych dostawców, takich jak Games Global, Play’n GO, Pragmatic Play czy EGT. Znajdziesz tu zarówno klasyczne automaty w stylu Book of Dead czy Sizzling Hot Deluxe, jak i nowoczesne sloty z progresywnymi jackpotami, np. Mega Moolah, a także gry stołowe i emocjonujące rozgrywki na żywo z krupierami od Evolution Gaming. Możesz także pobrać naszą oficjalną aplikację, zalogować się na swoje konto lub założyć nowe.