ନବରଙ୍ଗପୁର: ବଦଳିଲେ ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମା । ତେବେ କିଛିଦିନ ହେବ ବିବାଦ ଘେରକୁ ଟାଣି ହୋଇଆସିଥିଲେ ନବରଙ୍ଗପୁର ଏସପି । ତାଙ୍କ ବିରୋଧରେ ଦୁଇ ଅଡର୍ଲି ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାଛଡ଼ା ତାଙ୍କ ବିରୋଧରେ ଜିଲ୍ଲାରୁ ଅଭିଯୋଗ ପୁଲିସ ମୁଖ୍ୟାଳୟରେ ପହଞ୍ଚିବାରେ ଲାଗିଥିଲା। ତେଣୁ ଏଥିପାଇଁ ରାଜ୍ୟସରକାର ଏସପିଙ୍କ ବିରୋଧରେ ଆସୁଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲେ। ତେବେ ରାଜ୍ୟସରକାରଙ୍କ ତଦନ୍ତରୁ ଜଣାପଡିଛି ଯେ , ଏସପି ଶ୍ରୀ ଶର୍ମା ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିଛନ୍ତି ବୋଲି । ତେଣୁ ଏଥିପାଇଁ ତାଙ୍କୁ ନବରଙ୍ଗପୁର ଛାଡି କଟକରେ ଥିବା ପୁଲିସ ବିଭାଗ ମୁଖ୍ୟାଳୟରେ ତୁରନ୍ତ ଯୋଗ ଦେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ନବରଙ୍ଗପୁରରେ ନୂଆ ଏସପି ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ,କୋରାପୁଟ ଏସପି କେଭି ସିଂ ନବରଙ୍ଗପୁର ଦାୟିତ୍ବରେ ରହିବେ।
ବଦଳିଲେ ନବରଙ୍ଗପୁର ଏସପି !
- Advertisement -
Stay Connected
Comment
- vibramycin for dogs on ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ପାଇଁ ପାନୀୟ ଜଳ ଯୋଜନାର ସମୀକ୍ଷା
- furosemide 20 mg tablet for dogs on ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- diflucan generic cost without insurance on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- lasix diuretico on ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ପାଇଁ ପାନୀୟ ଜଳ ଯୋଜନାର ସମୀକ୍ଷା
- slotica on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.