ରାଉରକେଲା ; ଅନ୍ୟକୁ ଫସାଇବା ପଣ୍ଡ ହୋଇଗଲା । ନିଜେ କରିଥିବା ଯୋଜନାରେ ନିଜେ ହିଁ ଫସିଗଲେ ବିଲ୍ଡର ଅନମୋଲ ସିଂହ । ସୂଚନାନୁସାରେ ,ଗତ ଡିସେମ୍ୱର ୧୦ ତାରିଖ ରାତିରେ ବିଜୁ ଏକ୍ସପ୍ରେସ ୱେର ମାଣ୍ଡିଆ କୁଦର ଅନମୋଲଙ୍କ କାର୍ ଉପରକୁ ଗୁଳିମାଡ଼ ହୋଇଥିବା ନେଇ ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଭିଯୋଗ କରିଥିଲେ ଅନମୋଲ୍। କିନ୍ତୁ ପୋଲିସର ତଦନ୍ତ ପରେ ସତ୍ୟସତ ସାମ୍ନାକୁ ଆସିଛି । ଅନମୋଲ ନିଜେ ହିଁ ତାଙ୍କ ସହଯୋଗୀଙ୍କ ଜରିଆରେ ଗୁଳି ଚଳାଇ ଏହାକୁ ନିଜ ଉପରେ ଆକ୍ରମଣର ରୂପ ଦେବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ପୁଲିସ୍ ଅନମୋଲ୍ଙ୍କ ସହ ଦୁଇ ଜଣଙ୍କୁ ଗିରଫ କରିଛି। ଏହା ସହିତ ଏହି ଘଟଣାରେ ପୁଲିସ୍ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ତା ମନ୍ଦ ପାଚିଂଲେ ଗୋବିନ୍ଦ ; ଫସିଗଲେ ବିଲ୍ଡର ଅନମୋଲ ସିଂହ !
2 Comments
2 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!