ଭୁବନେଶ୍ୱର : ଘଟିରୁ ଓଳଟିଲା ମିନି ଟ୍ରକ୍ । କନ୍ଧମାଳ ଜିଲ୍ଲା ବାଲିଗୁଡା ବହ୍ମେଣୀ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା ଏକ ମିନି ଟ୍ରକ୍ । ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ରୁ ହୋଇଥିବା ବେଳେ ୨୫ ଜର ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ସୂଚନା ମୁତାବକ ଚର୍ଚ୍ଚର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଯାଉଥିଲେ । ଟ୍ରକରେ ପ୍ରାୟ ୩୦ରୁ ଅଧିକ ଲୋକ ବସି ଯାଉଥିବାବେଳେ ଘାଟିରେ ଏକ ବୁଲାଣି ନିକଟରେ ଡ୍ରାଇଭର ଗାଡ଼ିକୁ ନିୟତ୍ରଣ କରିବାରେ ବିଫଳ ହୋଇଥିଲେ । ଫଳରେ ଟ୍ରକଟି ୪୦ ଫୁଟ୍ ତଳକୁ ଖସି ପଡିଥିଲା । ଘଟଣା ସ୍ଥଳରେ ମୃତ ବ୍ରକ୍ତିଙ୍କୁ ଉଦ୍ଧାର କରାଯାଇଥିଲା ଓ ଆହତ ବ୍ୟକ୍ତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭତ୍ତି କରାଯାଇଛି ।
ଭାରସାମ୍ୟ ହରାଇ ୪୦ଫୁଟ୍ ତଳେ ଟ୍ରକ୍ ; ଚାଲିଗଲା ୮ଜଣଙ୍କ ଜିବନ, ୨୫ ଗୁରୁତର ଆହତ !
- Advertisement -
Stay Connected
Comment
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- prevacid otc generic on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- allopurinol 300 mg on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍

thx
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.