ଭୁବନେଶ୍ୱର : ଘଟିରୁ ଓଳଟିଲା ମିନି ଟ୍ରକ୍ । କନ୍ଧମାଳ ଜିଲ୍ଲା ବାଲିଗୁଡା ବହ୍ମେଣୀ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଲା ଏକ ମିନି ଟ୍ରକ୍ । ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ରୁ ହୋଇଥିବା ବେଳେ ୨୫ ଜର ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ସୂଚନା ମୁତାବକ ଚର୍ଚ୍ଚର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଯାଉଥିଲେ । ଟ୍ରକରେ ପ୍ରାୟ ୩୦ରୁ ଅଧିକ ଲୋକ ବସି ଯାଉଥିବାବେଳେ ଘାଟିରେ ଏକ ବୁଲାଣି ନିକଟରେ ଡ୍ରାଇଭର ଗାଡ଼ିକୁ ନିୟତ୍ରଣ କରିବାରେ ବିଫଳ ହୋଇଥିଲେ । ଫଳରେ ଟ୍ରକଟି ୪୦ ଫୁଟ୍ ତଳକୁ ଖସି ପଡିଥିଲା । ଘଟଣା ସ୍ଥଳରେ ମୃତ ବ୍ରକ୍ତିଙ୍କୁ ଉଦ୍ଧାର କରାଯାଇଥିଲା ଓ ଆହତ ବ୍ୟକ୍ତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭତ୍ତି କରାଯାଇଛି ।
ଭାରସାମ୍ୟ ହରାଇ ୪୦ଫୁଟ୍ ତଳେ ଟ୍ରକ୍ ; ଚାଲିଗଲା ୮ଜଣଙ୍କ ଜିବନ, ୨୫ ଗୁରୁତର ଆହତ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
