ତାଳଚେର: ବୋଲରେ ନାହିଁ ସରକାରଙ୍କ ଖଣି ନୀତି । ଗତକାଲି ତାଳଚେର ଥାନା ନିକଟ ଏକ ପକ୍କାଘର ଦବି ଯିବା ଫଳରେ ସାରା ତାଳଚେରବାସୀଙ୍କ ନିଦ ଉଡ଼ାଇ ଦେଇଛି । ସରକାରଙ୍କ କମ୍ପାନୀ ତୋଷଣ ନୀତିକୁ ନେଇ ତାଳଚେରବାସୀ ଏକ ହୋଇ ସରକାର ବିରୋଧରେ ଆନ୍ଦୋଳନ ଡ଼ାକରା ଦେଇଛି । ଆଜି ବାଇପାସ ଛକ ନିକଟରେ ଶତାଧିକ ଲୋକ ୫୩ ନମ୍ବର ଜାତୀୟ ରାଜପଥ ଅପରୋଧ କରିବା ସହ କୋଇଲା ପରିବହନକୁ ଠପ୍ କରି ଦେଇଛନ୍ତି । ସରକାର ଓ କମ୍ପାନୀ ମଧ୍ୟରେ ସଲାସୁତରା ହୋଇ ବର୍ଷ ଧରି ଖଣିକୁ ଲୁଟ୍ କରିଥିବା ବେଳେ ଖଣିନୀତିକୁ ପାଦରେ ଦଳି ଦେଇଛନ୍ତି । ଗତକିଛିବର୍ଷ ହେବ ଏମସିଏଲ ଓ ଚମ୍ପାପଶି ଖଣିରୁ କୋଇଲା ସରିଯିବା ପରେ ମାଲିକ ମାଲେମାଲ୍ ହୋଇ ଚାଲିଯିବା ପରେ ଖଣିରେ ହୋଇଥିବା ଗର୍ତ୍ତକୁ ବାଲି ଭର୍ତ୍ତି ନକରି ଫେରାର ହୋଇଯାଇଛି । ସରକାରଙ୍କ ଖଣିନୀତି ନିୟମକୁ ପାଦରେ ଦଳି ଦେବାସହ ଖୋଲମଖୁଲା ଉଲ୍ଲଂଘନ ହୋଇଛି । ଯାହାଦ୍ୱାରା ସହରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଯାହାକୁ ନେଇ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଯାହାକୁ ନେଇ ସରକାର ବିରୋଧରେ ଜନଆନ୍ଦୋଳନ ହେଉଥିବା ଦେଖିବାକୁ ମିଳିଛି ।
ପୁଣି ଦବିଲା ତାଳଚେର; ଗୁହାରୀ କଲେ ଶୁଣୁନି ସରକାର, କମ୍ପାନୀ ଓ ସରକାରଙ୍କ ଏ ଅସାଧୁ ମେଂଟ, ବାନ୍ଧିଲାଣି ଜନଆନ୍ଦୋଳନ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
