ଭଦ୍ରକ: ଭୁଶୁଡିଗଲା ସ୍କୁଲ ପାଚେରୀ । ଫଲରେ ୨ ଛାତ୍ର ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଭଣ୍ଡାରୀ ପୋଖରୀ ବିଷୋଳ କୁଲଣ୍ଡା ଉଚ୍ଚବିଦ୍ୟାଳୟରେ । ସୂଚନ ଅନୁଯାୟୀ ଖେଳ ଛୁଟି ସମୟରେ ମଧ୍ୟାହ୍ନ ଭୋଜନ ଖାଇସାରି ନଳକୂପକୁ ହାତ ଧୋଇବାପାଇଁ ଛାତ୍ରମାନେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ତେବେ ପାଚେରୀଟି ଦୁର୍ବଳ ହୋଇଯାଇଥିବାରୁ ଏଭଳି ଅଘଟଣ ଘଟିଛି । ସେପଟେ ଆହତ ଛାତ୍ରମାନଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଭୁଶୁଡିଗଲା ସ୍କୁଲ ପାଚେରୀ , ୨ ଛାତ୍ର ଗୁରୁତର!
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
