ପୁରୀ : ଶ୍ରୀମନ୍ଦୀର ପ୍ରୟଶାସନ ପକ୍ଷରୁ ୯ଜଣ ଦଇତାପତିଙ୍କୁ ଜାରି କରାଯାଇଛି କାରଣ ଦର୍ଶାଆ ନେଟିସ୍ । ଆସନ୍ତା ୧୫ଦିନ ମଧ୍ୟରେ ନୋଟିସର ଜବାବ ରଖିବାକୁ ସେମାନଙ୍କୁ ନିଦ୍ଦେଶ ଦିଆଯାଇଛି । ଯଦି ଏହାର ସନ୍ତୋଷଜନକ ଉତ୍ତର ନ ମିଳେ ଶ୍ରୀମନ୍ଦିର ଆଇନ ଧାରା ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚିଠିରେ ପ୍ରଶାସନ ସିଧାସଳଖ ଜଣାଇଦେଇଛି । ସୂଚନା ଅନୁଯାଇ ଘଟ ପରିବର୍ତନ ସମୟରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ଏହି ସେବାୟତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନେଟିସ୍ ଜାରୀ କରାଯାଇଥିଲା । ସେମାନେ ଦେଇଥିବା ଉତ୍ତର ସନ୍ତୋଷଜନକ ହୋଇ ନ ଥିବାରୁ ସେମାନଙ୍କୁ ପୁଣି ଥରେ ଉତ୍ତର ଦେବାକୁ ନୋଟିସ୍ ଜାରି କରାଯାଇଛି। ଯଦି ଏଥର ସନୋଷ ଜନକ ଉତ୍ତର ନମିଳେ ତା’ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।
ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
