ଢେଙ୍କାନାଳ: ବନ୍ଧୁ ସାଜିଲା ବନ୍ଧୁର ବଇରୀ । କିଛି ଟଙ୍କା ପାଇଁ ଭୁଲିଗଲେ ବନ୍ଧୁତ୍ୱ । ଆଉ ନେଇ ଗଲେ ସାଙ୍ଗର ଜୀବନ । ତେବେ ଢେଙ୍କାନାଳ ଜିଲ୍ଲା ରେ ଦେଖିବାକୁ ମିଳଛି ଦଶମ ଶ୍ରେଣୀ ଛାତ୍ରଙ୍କ ଜଘଂନ୍ୟ କାଣ୍ଡ । ତେବେ ୩ ଜଣ ସାଙ୍ଗ ମିଶି ଅନ୍ୟ ଜଣ ସାଙ୍ଗକୁ ଟଙ୍କା ପାଇଁ ହତ୍ୟା କରିଥିବା ଜଣାପଡିଛି । ଏଭଳି ଅଭାନୀୟ କାଣ୍ଡ ଘଟିଛି ଢେଙ୍କାନାଳ ବନମାଳୀପ୍ରସାଦପୁର କାଜୁ ଜଂଗଲରେ । ମୃତକ ହେଲେ ସଂଗ୍ରାମ ପୃଷ୍ଟି । ଗାଁ ବନମାଳିପ୍ରସାଦପୁର । ମୃତ ବାପାଙ୍କ ନାମ ଗଣେଶ୍ୱର ପୃଷ୍ଟି । ସୂଚନା ମୁତାବକ ଗତ ୩ ତାରିଖ ଦିନ ଗଣେଶଷ୍ୱରଙ୍କ ପୁଅ ସଂଗ୍ରାମ ନିଖୋଜ ରହିଥଲେ । ତେଣୁ ପରିବାର ଲୋକେ ସଂଗ୍ରାମଙ୍କୁ ବହୁତ ଖୋଜାଖୋଜି କରିଥିଲେ,କିନ୍ତୁ ତାଙ୍କୁ ପାଇ ନଥିବାରୁ ନିରାଶ ହୋଇଯାଇଥିଲେ ପରିବାର ଲୋକେ । ତେବେ ନିଖୋଜ ର ପରଦିନ ସଂଗ୍ରାମ ବାପାଙ୍କ ମୋବାଇଲକୁ ସଂଗ୍ରାମ ନମ୍ବରରୁ ଫୋନ ଆସିଥିଲା, ଏବଂ ଫୋନ ରେ ତା ବାପାଙ୍କୁ ୨ ଲକ୍ଷ ଟଙ୍କା ମାଗି ଧମଦେଇଥିଲେ ସଂଗ୍ରାମଙ୍କ ସାଙ୍ଗମାନେ । ଏ ନେଇ ସଂଗ୍ରାମଙ୍କ ବାପା ଟାଉନ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ସକାଳେ ଗାଁ କାଜୁବଗିଚାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଖବର ଆସିଥଲା । ତେଣୁ ଖବର ପାଇ ଗଣେଶ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସଂଗ୍ରାମଙ୍କର ବୋଲି ଚିହ୍ନଟ କରିଥିଲେ। ସେପଟେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଶୋକ ବିଶ୍ୱାଳ ନାମକ ଜଣେ ଯୁବକ ଆଜି ସକାଳେ ଥାନାରେ ପହଞ୍ଚି ଥିଲେ । ଏବଂ ନିଜର ବୟାନ ରଖିଛନ୍ତି ୩ ତାରିଖ ଦିନ ଜିତେନ୍ଦ୍ର ସାହୁ ଓ ଅନ୍ୟମାନେ ମଦ ପିଇବାକୁ ସଂଗ୍ରାମକୁ ଡାକିଥିଲେ। ସେଠାରେ ପିଟୁପିଟୁ ସଂଗ୍ରାମଙ୍କର ମୃତ୍ୟୁ ଘଟିଥିଲା। ଅଶୋକଙ୍କୁ ଜିତେନ୍ଦ୍ର ସଂଗ୍ରାମଙ୍କ ଫୋନ ଦେଇ ତାଙ୍କ ବାପାଙ୍କ ଠାରୁ ୨ ଲକ୍ଷ ଟଙ୍କା ଆଣିବାକୁ ଧମକ ଦେବାରୁ ସେ ଗଣେଶଙ୍କ ନିକଟକୁ ଫୋନ କରିଥିବା ଅଶୋକ ପୁଲିସ ନିକଟରେ ସ୍ୱୀକାର କରିଥିଲେ। ତେବେ ପୁଲିସ ଅଶୋକଙ୍କ ଠାରୁ ସଂଗ୍ରାମଙ୍କ ମୋବାଇଲ ଫୋନ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଶୋକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି ।
ବନ୍ଧୁ ସାଜିଲା ବନ୍ଧୁର ବଇରୀ, ଟଙ୍କା ପାଇଁ ପିଟିପିଟି ସାଙ୍ଗକୁ ମାରିଦେଲେ ୩ ବନ୍ଧୁ !
- Advertisement -

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?
Naszym absolutnym priorytetem jest stabilne funkcjonowanie serwisu oraz błyskawiczne, a zarazem bezpieczne realizowanie transakcji finansowych. Aby to zagwarantować, nawiązaliśmy współpracę z wiodącymi polskimi instytucjami, m.in. z PKO Bankiem Polskim, Millennium, mBankiem, Bankiem Pekao oraz Alior Bankiem. Gdyby pojawiły się jakiekolwiek wątpliwości lub trudności, nasz wykwalifikowany dział wsparcia czuwa w trybie 24/7, gwarantując szybką i rzetelną pomoc w każdej sytuacji.