ନୂଆଦିଲ୍ଲୀ: ୨୦୧୯-୨୦ ବର୍ଷ ବଜେଟ ଉପସ୍ଥାପନ କଲେ ଅସ୍ଥାଇ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ । ଦେଶର ମଧ୍ୟବିତ୍ତ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି । ଆୟକର ରିହାତି ସୀମା ୨.୫ ଲକ୍ଷରୁ ୫ ଲକ୍ଷକୁ ବଢାଇଛନ୍ତି କାମଚଳା ଅର୍ଥମନ୍ତ୍ରୀ । ପୂର୍ବରୁ ଅଢେଇ ଲକ୍ଷ ଟଙ୍କା ଆୟ ଉପରେ ଟିକସ ଦେବାକୁ ପଡ଼ୁନଥିଲା । କିନ୍ତୁ ମୋଦି ସରକାରଙ୍କ ଶେଷ ବଜେଟରେ ବଡ଼ ଘୋଷଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ସାଢେ ୬ ଲକ୍ଷ ଟଙ୍କା ନିବେଶ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି । ଏହା ଦ୍ୱାରା ଦେଶରେ ୩କୋଟି ମଧ୍ୟବିତ୍ତ ପରିବାର ଉପକୃତ ହେବା ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଏପରି ବଜେଟ ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ମୋଦି ସରକାର ୧୦% ସରକ୍ଷଣ ବ୍ୟବସ୍ଥାରେ ୮ ଲକ୍ଷ ଆୟ କରୁଥିବା ନାଗରିକ ଏଥିରେ ସମ୍ପୃକ୍ତ ହେବେ । ତେବେ ୫ଲକ୍ଷ ଆୟ କରୁଥିବା ବ୍ୟକ୍ତି ରାଜକୋଷକୁ ଟିକସ ଦେବାକୁ ନେଇ ସାଧାରଣରେ ତିବ୍ର ଅସନ୍ତୋସ ପ୍ରକାଶ ପାଇଛି ।
ଆୟକର ରିହାତି ସୀମା ୨.୫ ଲକ୍ଷରୁ ୫ ଲକ୍ଷକୁ ବଢାଇବା ଦ୍ୱନ୍ଦ ବଢାଇଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
