ଗଞ୍ଜାମ: ଆସିକା ଥାନା ଅଧିକାରୀ ବଦଳି ବାତିଲ ଦାବିରେ ତାତିଲେ ଜନତା । ଥାନା ଅଧିକାରୀ ସନ୍ତୋସ କୁମାର ଜେନାଙ୍କୁ ଅନ୍ୟତ୍ର ବଦଳିକୁ ନେଇ ଜନଅସନ୍ତୋଷ ତିବ୍ର ହେଲା । ଯାହାକୁ ନେଇ ଅଂଚଳବାସୀ ଆଜି ଆସିକା ସହର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏହାଦ୍ୱାରା ଆସିକା-ଭଞ୍ଜନଗର ମଧ୍ୟରେ ଗାଡ଼ି ଚଳାଚଳ, ଯାତାୟତ ଠପ୍ ହେବାସହ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ସହରରେ ଅପରାଧ ବଢୁଥିବା ବେଳେ ବହୁ ସମୟରେ ସହର ଅଶାନ୍ତ ହେଉଥିଲା । ମାତ୍ର ନୂଆ ଥାନା ଅଧିକାରୀ ଆସିବା ପରେ ସହରରେ ଅପରାଧ କମିବା ସହ ସହର ଶାନ୍ତ ହୋଇଥିଲା । କିନ୍ତୁ କିଛି ଅପରାଧୀ ଓ ରାଜନେତାଙ୍କ ମଧ୍ୟରେ ଅସାଂଧୁ ମେଂଟ ଫଳରେ ଥାନା ଅଧିକାରୀଙ୍କ ବଦଳି ହେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ଏହି ଥାନା ଅଧିକାରୀ ଆସିବା ଦିନଠାରୁ ଅପରାଧି ଓ ଅସାଂଧୁ ରାଜନେତାଙ୍କ ମଧ୍ୟରେ ଛନକା ପସିଛି । ଯାହାକୁ ନେଇ ବଦଳିର ଏହି ମହାନାଟକ ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଯଦି ତୁରନ୍ତ ଏହାର ପ୍ରତିକାର ନକରନ୍ତି ତେବେ ଆନ୍ଦୋଳନ ଭୟାଭୟ ହେବା ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିକାରୀ ବଦଳି ବାତିଲ ଦାବିରେ ତାତିଲେ ଜନତା !
- Advertisement -
Stay Connected
Comment
- ReginaldCinue on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- OctavioDew on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- AntonioNop on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- DavonJut on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- aviator_ykOr on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Slottica to nowoczesna platforma hazardowa działająca od 2019 roku pod zarządem Atlantic Management B.V. Serwis oferuje polskim graczom szeroki wybór gier kasynowych, zakładów sportowych oraz atrakcyjny system bonusowy — wszystko w pełni po polsku.