ଗଞ୍ଜାମ: ଆସିକା ଥାନା ଅଧିକାରୀ ବଦଳି ବାତିଲ ଦାବିରେ ତାତିଲେ ଜନତା । ଥାନା ଅଧିକାରୀ ସନ୍ତୋସ କୁମାର ଜେନାଙ୍କୁ ଅନ୍ୟତ୍ର ବଦଳିକୁ ନେଇ ଜନଅସନ୍ତୋଷ ତିବ୍ର ହେଲା । ଯାହାକୁ ନେଇ ଅଂଚଳବାସୀ ଆଜି ଆସିକା ସହର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏହାଦ୍ୱାରା ଆସିକା-ଭଞ୍ଜନଗର ମଧ୍ୟରେ ଗାଡ଼ି ଚଳାଚଳ, ଯାତାୟତ ଠପ୍ ହେବାସହ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ସହରରେ ଅପରାଧ ବଢୁଥିବା ବେଳେ ବହୁ ସମୟରେ ସହର ଅଶାନ୍ତ ହେଉଥିଲା । ମାତ୍ର ନୂଆ ଥାନା ଅଧିକାରୀ ଆସିବା ପରେ ସହରରେ ଅପରାଧ କମିବା ସହ ସହର ଶାନ୍ତ ହୋଇଥିଲା । କିନ୍ତୁ କିଛି ଅପରାଧୀ ଓ ରାଜନେତାଙ୍କ ମଧ୍ୟରେ ଅସାଂଧୁ ମେଂଟ ଫଳରେ ଥାନା ଅଧିକାରୀଙ୍କ ବଦଳି ହେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ଏହି ଥାନା ଅଧିକାରୀ ଆସିବା ଦିନଠାରୁ ଅପରାଧି ଓ ଅସାଂଧୁ ରାଜନେତାଙ୍କ ମଧ୍ୟରେ ଛନକା ପସିଛି । ଯାହାକୁ ନେଇ ବଦଳିର ଏହି ମହାନାଟକ ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଯଦି ତୁରନ୍ତ ଏହାର ପ୍ରତିକାର ନକରନ୍ତି ତେବେ ଆନ୍ଦୋଳନ ଭୟାଭୟ ହେବା ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିକାରୀ ବଦଳି ବାତିଲ ଦାବିରେ ତାତିଲେ ଜନତା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
