ଭୁବନେଶ୍ୱର: ଡିସେମ୍ବର ୧୩ ରୁ ୧୫ ତାରିଖ ମଧ୍ୟରେ ଯୁକ୍ତ ୨ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରବେ ବୋଲି ଘୋଷଣା କଲେ ଉଐଝଋ ବୋର୍ଡ । ତେବେ ଏଥିରେ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ । ଫର୍ମର ମୂଲ୍ୟ ୫୨୦ ଟଙ୍କା ଧାର୍ୟ୍ୟ କରାଯାଇଛି । ୧୪ରୁ ୧୭ ତାରିଖ ମଧ୍ୟରେ ପରୀକ୍ଷା ଫି ଦାଖଲ କରିବେ ଛାତ୍ରଛାତ୍ରୀ ।
CHSE ବୋର୍ଡ ଙ୍କ ପକ୍ଷରୁ ଘୋଷଣା ଡିସେମ୍ବର ୧୩ ରୁ ୧୫ ତାରିଖ ମଧ୍ୟରେ ଯୁକ୍ତ ୨ ପରୀକ୍ଷାର ଫର୍ମ ପୂରଣ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Mauriceser on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- Raphaelfuh on ଘରେ ପଶିଲେ, ବନ୍ଧୁକ ଦେଖାଇଲେ, ଭୟଭୀତ କରି ଲୁଟିନେଲେ !
- Edwardweatt on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- BradleyGob on Architecture beach blue chairs
- ErnestKex on ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଉପରେ ଲାଗିଲା କଟକଣା
