କେନ୍ଦ୍ରାପଡା: ବିଜ୍ଞାନ ପଦ୍ଧତିରେ ଚୋରି । ଚୋରି କରିଥିବା ଚୋର ପୁଲିସ ହାତରେ ଗିରଫ ହୋଇଛି । ଏଭଳି ଘଟଣା ଘଟିଥିଲା କେନ୍ଦ୍ରାପଡା ଜିଲ୍ଲା ପଳାସପୁର ଗ୍ରାମରେ । ଗିରଫ ହୋଇଥିବା ଚୋର ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଳାସପୁର ଗ୍ରାମର ରଶ୍ମିରଞ୍ଜନ ସାମନ୍ତରାୟ । ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ପଳାସପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଘରୁ ଚୋରି ହୋଇଥିଲା । ତେବେ ସେହି ଗ୍ରାମର ପ୍ରଦୀପ ମଳିକଙ୍କ ଘରକୁ ଚୋର ବାହାର ପଟୁ ତାଲା ପକାଇବା ସହ ଝରକା ତାଡି ପରିବାର ଲୋକଙ୍କ ଉପରେ ରାସାୟନିକ ପଦାର୍ଥ ପକାଇ ଅଚେତ କରିଦେଇଥିଲା । ଫଳରେ ସମସ୍ତେ ଅଚେତ ହୋଇପଡିଥିଲେ । ଏହାର ସୁଯୋଗ ନେଇ ରଶ୍ମୀ ଘରୁ ୩୦ ହଜାର ଟଙ୍କା ଦୁଇଟି ସୁନା ଚେନ ସମେତ ଅନ୍ୟାନ ଘରକରଣା ସାମଗ୍ରୀ ଲୁଟି ନେଇଥିଲା । ଅନ୍ୟପଟେ ତାପରଦିନ ସକାଳୁ ପରିବାର ସମସ୍ତଙ୍କର ନିଦ ଭାଙ୍ଗିପରେ ସବୁକିଛି ଚୋର କଳାକନା ବୁଲାଇ ଚାଲିଯାଇଥିବା ଜାଣିପାରିଥଲେ । ତେବେ ଏହି ଘଟଣା ସମ୍ପର୍କରେ ମାର୍ସାଘାଇ ପୁଲିସକୁ ଖବର ଦେଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ନାଲି ଗାମୁଛା ଜବତ କରିଥିଲା । । ରଶ୍ମିରଞ୍ଜନ ଗ୍ରାମରୁ ଦୌଡିପଳାଇବା ସମୟରେ ଗ୍ରାମବାସୀ କାବୁ କରି ପୁଲିସର ଜିମା ଦେଇଥିଲେ । ଅଧିକ ତଦନ୍ତ ପାଇଁ ସନ୍ଧାନୀ କୁକୁର ସହ ପଳାସପୁର ଗ୍ରାମରେ ପହଞ୍ଚିଛି।
ବିଜ୍ଞାନ ପଦ୍ଧତିରେ ଚୋରି , ରାସାୟନିକ ପଦାର୍ଥ ଛିଞ୍ଚି ଝରକା ତାଡି ଲୁଟିନେଇଥିଲା ସମ୍ପତ୍ତି ,ଚୋରକୁ ଗିରଫ କଲା ପୁଲିସ !
- Advertisement -
Stay Connected
Comment
- 1xbet indir_iiMt on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- mostbet_erPn on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- mostbet_sfkn on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- 1win_bdEa on ହୃଦରୋଗର ସରଳ ଉପଚାର
- 1win_yrEa on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Zanurz się w fascynujący świat kasyna online Slottica, popularnej platformy hazardowej, która zdobyła uznanie graczy w ponad 15 krajach Europy, w tym w Polsce, Niemczech i Czechach. Nasza oferta obejmuje przeszło 8500 gier kasynowych od czołowych dostawców, takich jak Games Global, Play’n GO, Pragmatic Play czy EGT. Znajdziesz tu zarówno klasyczne automaty w stylu Book of Dead czy Sizzling Hot Deluxe, jak i nowoczesne sloty z progresywnymi jackpotami, np. Mega Moolah, a także gry stołowe i emocjonujące rozgrywki na żywo z krupierami od Evolution Gaming. Możesz także pobrać naszą oficjalną aplikację, zalogować się na swoje konto lub założyć nowe.
Witamy w polskim legalnym internetowym kasynie Slottica – miejscu stworzonym dla hazardzistów online w Polsce! Casino Slotica w polskiej wersji językowej otwiera przed Tobą świat pełen emocjonujących gier za darmo i atrakcyjnych nagród bez rejestracji. Strona przyciąga nowych użytkowników między innymi premią powitalną 25 zł bez konieczności wpłaty depozytu. W badaniu przeprowadzonym wśród ponad 8500 graczy wielu z nich wskazało Slottica jako jedną z najciekawszych stron z automatami online dostępnych w Polsce.