ଢେଙ୍କାନାଳ: ଆଜି ଜନଜୀବନ ସ୍ୱାର୍ଥରେ ତଥା ବଂଚିବା ଦାବିରେ ୧୨ଘଣ୍ଟା ପାଇଁ ଢେଙ୍କାନାଳ ଭୁବନକୁ ଠପ୍ ହୋଇଛି । ଭୁବନ ବରିଷ୍ଠ ନାଗରିକ ଜନ ସ୍ୱାର୍ଥ ଟ୍ରଷ୍ଟ ନେତୃତ୍ୱରେ ଏହି ବନ୍ଦ ଡ଼ାକରା ଦିଆଯାଇଛି । ଭୁବନ ମେଡ଼ିକାଲରେ ସ୍ଥାଇ ଡ଼ାକ୍ତର ନିଯୁକ୍ତି ଦାବି ତଥା ସହର ବିଭିନ୍ନ ସମସ୍ୟାର ସ୍ଥାଇ ପ୍ରତିକାର ଦାବିରେ ଆନ୍ଦୋଳନ ଜାରି ରହିଛି । ଏହି ମେଡ଼ିକାଲ ଉପରେ ୧୮ଟି ପଂଚାୟତର ଜନସାଧାରଣ ନର୍ଭର କରୁଥିବା ବେଳେ ଦୀର୍ଘ ଦିନରୁ ଡ଼ାକ୍ତର ପଦବୀ ଖାଲି ପଡ଼ିଛି । ଯାହାକୁ ନେଇ ସହରବାସୀ ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନଥିଲା । ତେବେ ଏହାର ପ୍ରତିକାର ଦାବିରେ ଏହି ବନ୍ଦ ଡ଼ାକରା ଦିଆଯାଇଛିା ତୁରନ୍ତ ପ୍ରତିକାର ନକଲେ ଏହି ଆନ୍ଦେଳନଙ୍କୁ ତିବ୍ରତର କରିବା ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ଏହି ଆନ୍ଦେଳନକୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ବଂଚିବାର ଦାବିରେ ୧୨ଘଂଟିଆ ଭୁବନ ଠପ୍ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
