ବରଗଡ଼: ଘରୋଇ ବସରୁ ଯାତ୍ରୀଙ୍କ ଠାରୁ ଲୁଟ ଘଟଣାରେ ୫ ଅଭିଯୁକ୍ତ ଯୁବକ ଗିରଫ । ସେମାନଙ୍କ ଠାରୁ ୭ ହଜାର ଟଙ୍କା ୩ଟି ମୋବାଇଲକୁ ଜବତ କଲା ପୋଲିସ । ଗତ ୭ ତାରିଖରେ ଭୁବନେଶ୍ୱରୁ ବରଗଡ଼ ଯାଉଥିବା ସାଇକୃପା ବସରେ ଲୁଟେରା ମାନେ ଯାତ୍ରୀଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିଲେ । ଅଭିଯୁକ୍ତ ୫ ଯୁବକ ସମ୍ବଲପୁରରୁ ବସରେ ଯାତ୍ରା କରୁଥିବା ବେଳେ ବରଗଡ଼ ବରାହଗୋଡ଼ା ଟୋଲଗେଟ ନିକଟରେ ବସକୁ ଅଟକାଇ ଯାତ୍ରୀଙ୍କ ଠାରୁ ଛୁରୀ ଭୁଜାଲି ଦେଖାଇ ସର୍ବଶ ଲୁଟିନେଇଥିଲେ । ସେହି ସମୟରେ ଯାତ୍ରୀମାନେ ୨ଜଣଙ୍କୁ କାବୁ କରିନେଇ, ପୋଲିସର ଜିମା ଦେବାସହ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ପୋଲିସ ୩ ଜଣଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ।
ଘରୋଇ ବସରୁ ଯାତ୍ରୀଙ୍କ ଠାରୁ ଲୁଟ ଘଟଣାରେ ୫ ଅଭିଯୁକ୍ତ ଯୁବକ ଗିରଫ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- 1win_fzMn on କାମ ଦେଲାନି ମୋଦୀ ଯାଦୁ : ପଞ୍ଚମ ଥର ନବୀନ; ବିଜେପି ନିଷ୍ପ୍ରଭ, ମାଟି କାମୁଡ଼ିଲା କଂଗ୍ରେସ
- mostbet_rsOt on କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !
- 1win_bmMn on ଆଜିର ରାଶିଫଳ
- mostbet_ycSi on Architecture beach blue chairs
- Williamjoria on ୧୦୩୮ ଡାକ୍ତରଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
