ବରଗଡ଼: ଯେତେବେଳେ ସମାଜରୁ ମାନବୀକତା ହଜିଯାଇଛି ସେତେବେଳେ ବରଗଡ଼ ଜିଲ୍ଲା ବରପାଲି ରୋଡ ତହସିଲ ଛକ ନିକଟରେ ମଣିଷପଣିଆ ଦେଖିବାକୁ ମିଳିଛି । ଗତକାଲି ଦିବା ଲୋକରେ ଜଣେ ୭୦ ବର୍ଷୟ ବୃଦ୍ଧ ମଟର ସାଇକେଲ ଦୁର୍ଘଟଣାରେ ରାସ୍ତା ମଝିରେ ପଡ଼ି ଚିକ୍ରାର କରୁଥାନ୍ତି । ଏପରି ସମୟରେ ସାହାର୍ଯ୍ୟ କରିବା ପରିବର୍ତେ ସହର ଶହ ଶହ ଲୋକ ଦେଖି ଉପଭୋଗ କରୁଥାନ୍ତି । ଠିକ୍ ଏହି ସମୟରେ ଭଗବାନ ରୂପରେ ନିଜ କାର ଯୋଗେ ଯିବା ସମୟରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ କୁମାର ବାଗଚିଙ୍କ ନଜର ପଡ଼େ ଏହି ଦୃଶ୍ୟ ଉପରେ । ଏହାସହ ଗୁରୁତର ବୃଦ୍ଧାଙ୍କୁ ନିଜ କାର ଯୋଗେ ପ୍ରଥମେ ବରପାଲି ଡ଼ାକ୍ତରଖାନା ଓ ପରେ ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲକୁ ଆଣି ଚିକିତ୍ସା କରିଥିଲେ । ଏପରି ସଭ୍ୟ ସମାଜରେ ଅନ୍ୟର ଦୁଃଖ ସମୟରେ ମଣିଷ ସାହାର୍ଯ୍ୟ କରିବା ପରିବର୍ତ୍ତେ ଦର୍ଶକ ହୋଇ ଦେଖୁଥାନ୍ତି । ସତେ ଯେପରି ମରିଷପଣିଆ ମଣିଷ ଠାରୁ ମରିଯାଇଛି । ଏପରି ସମୟରେ ଅଧ୍ୟକ୍ଷ ସୁବ୍ରତ କୁମାର ବାଗଚିଙ୍କ ପରଉପକାର ନୀତିକୁ ସାରା ଜିଲ୍ଲାବାସୀ କୃତଜ୍ଞତା ଜଣାଇଛନ୍ତି ।
ମରି ନାହିଁ ମାନବୀକତା; ବରପାଲି ରୋଡ ତହସିଲ ଛକ ନିକଟରେ ମଣିଷପଣିଆ ଦୃଶ୍ୟ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
