ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ମୃତକଙ୍କ ସଂଖ୍ଯା ୧୮କୁ ବୃଦ୍ଧି ପାଇଛି ।ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ଜଣେ ୬୮ ବର୍ଷିୟ ପୁରୁଷ। ସେ ବିଭିନ୍ନ ରୋଗରେ ପୀଡିତ ଥିଲେ ।ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ ଚିହ୍ନଟ ହେୋାଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ ୬୩୫୦ ଛୁଇଁଛି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୩ ଜଣ ଓ ଲୋକାଲ କେସ୍ ୨୭ ଜଣ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଉ ଜଣେ କରୋନା ଆକ୍ରାନ୍ତ ମୃତ, ରାଜ୍ଯରେ ମୋଟ୍ ମୃତକଙ୍କ ସଂଖ୍ଯା ୧୮କୁ ବୃଦ୍ଧି
You Might Also Like
- Advertisement -

Comment