ବଲିଉଡ୍‌ ନାୟକ ଶୁଶାନ୍ତ ସିଂ ରାଜପୁତଙ୍କ ପରଲୋକ।

Odisha Hot News
0 Min Read

ମୁମ୍ବାଇ : ବଲିଉଡ୍‌ ନାୟକ ଶୁଶାନ୍ତ ସିଂ ରାଜପୁତଙ୍କ ପରଲୋକ। ରବିବାର ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ଏଭଳି ଏକ ଖବର ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳାଇ ଦେଇଛି।

Share This Article