ଉୟୁରଭଞ୍ଜ : ମୟୁରଭଞ୍ଜ ଜିଲା ବିଶୋଇ ଥାନା ନିକଟରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ବ୍ରିଜ ତଳକୁ ଡ଼ିଆଁ ମାରିଛି । ଏହି ଘଟଣାରେ ମୃତ୍ୟୁଞ୍ଜୟ ଶ୍ରୀବାସ୍ତ (ଡ୍ରାଇଭର) ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ପ୍ରଥମେ ମୃତ୍ୟୁଞ୍ଜୟଙ୍କୁ ନିକଟସ୍ଥ ବିଶୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ରଇରଙ୍ଗପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାଇ ମୃତ୍ୟୁଞ୍ଜୟଙ୍କ ଘର ଜାମସେଦପୁର ଅଞ୍ଚଳରେ । ସେ ଜାମସେଦପୁରରୁ ବାରିପଦା ଅସୁଥିଲେ । ସେଠାରେ ଟ୍ରକର ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲେ । ସେଠାକାର ଲୋକଙ୍କ କହିବା କଥାକି ବ୍ରିଜରେ ଥିବା ପ୍ରୋଟେକ୍ସନ୍ ୱାଲ ପୂର୍ବରୁ ଭାଙ୍ଗି ଯାଇଛି । ଏହି ଦୁର୍ଘଟଣାର ସୂଚନା ପାଇ ସ୍ଥାନୀୟ ପୁଲିସ୍ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ଡିଆଁ ମାରିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JamesSak on ଭାରତୀୟ କ୍ରିକେଟ୍ ସଦସ୍ୟଙ୍କୁ ବିସିସିଆଇ ତରଫରୁ ପୁରଷ୍କାର !
- Robertfauts on ୭୪ ବର୍ଷରେ ପାଦ ଦେଲେ ନବୀନ
- EldenMeate on ଭାଇର ଅଭିଯୋଗ; ଯୌତୁକ ପ୍ରଥା ମୋ ଭଉଣୀକୁ ମାରିଦେଲା !
- HowardDob on ପ୍ରଭାବିତ ହେବ ଭଦ୍ରକ ରାଜନୈତିକ ପଟ୍ଟଚିତ୍ର?
- JamesVog on ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା
