ଉୟୁରଭଞ୍ଜ : ମୟୁରଭଞ୍ଜ ଜିଲା ବିଶୋଇ ଥାନା ନିକଟରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ବ୍ରିଜ ତଳକୁ ଡ଼ିଆଁ ମାରିଛି । ଏହି ଘଟଣାରେ ମୃତ୍ୟୁଞ୍ଜୟ ଶ୍ରୀବାସ୍ତ (ଡ୍ରାଇଭର) ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ପ୍ରଥମେ ମୃତ୍ୟୁଞ୍ଜୟଙ୍କୁ ନିକଟସ୍ଥ ବିଶୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ରଇରଙ୍ଗପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାଇ ମୃତ୍ୟୁଞ୍ଜୟଙ୍କ ଘର ଜାମସେଦପୁର ଅଞ୍ଚଳରେ । ସେ ଜାମସେଦପୁରରୁ ବାରିପଦା ଅସୁଥିଲେ । ସେଠାରେ ଟ୍ରକର ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲେ । ସେଠାକାର ଲୋକଙ୍କ କହିବା କଥାକି ବ୍ରିଜରେ ଥିବା ପ୍ରୋଟେକ୍ସନ୍ ୱାଲ ପୂର୍ବରୁ ଭାଙ୍ଗି ଯାଇଛି । ଏହି ଦୁର୍ଘଟଣାର ସୂଚନା ପାଇ ସ୍ଥାନୀୟ ପୁଲିସ୍ ସେଠାରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ଡିଆଁ ମାରିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Bruceagots on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- EugeneAnnom on ପୁଣି ୬ କୋଲକାତା ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ
- JerryTuP on ରାଜ୍ୟ କ୍ୟାବିନେଟ୍ ବୈଠକରେ କରୋନା ଲାଗି ୨୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜକୁ ମଞ୍ଜୁରି ସୂଚନା
- JamesVog on ନିଖୋକ ପରେ ପାହଡ ତଳୁ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ !
- RogerAbipt on ଆଜିର ରାଶିଫଳ
