ବିଜେଡି ଘୋଷଣା କଲା ୧୮ଟି ଜିଲ୍ଲାର ସଭାପତିଙ୍କ ନାମ, ଜାଣନ୍ତୁ କେଉଁ ଜିଲ୍ଲାର କିଏ ସଭାପତି

Odisha Hot News
0 Min Read

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ୧୮ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଦଳର ନିର୍ବାଚନ ଅଧିକାରୀ ବିଧାୟକ ପ୍ରତାପ ଦେବଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ମାଧ୍ୟମରେ ସେମାନଙ୍କ ନାମ ପ୍ରଦାନ କରାଯାଇଛି।ସେମାନେ ହେଲେ..

ଏହି ନେତାମାନେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ପୂର୍ବରୁ ଶ୍ରୀ ଦେବ କହିଥିଲେ। ହେଲେ ସେମାନଙ୍କର ନାମ ପ୍ରକାଶ କରି ନ ଥିଲେ। ଆସନ୍ତା 19 ତାରିଖରେ ଦଳର ସଭାପତି ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି।

Share This Article