ଆସନ୍ତାକାଲି ଅମିତ ଶାହଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜାଣନ୍ତୁ କାରଣ

Odisha Hot News
1 Min Read

ନୂଆଦିଲ୍ଲୀ: ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଦୁଇଦିନ ଧରି ସେ ଇନଭେଷ୍ଟ ଓଡିଶା କାର୍ଯ୍ୟକ୍ରମରେ ଭାଗ ନେଇ ପୁଂଜି ଆଣିବାକୁ ପ୍ରୟାସ କରିଛନ୍ତି। ତେବେ ସେ ଆସନ୍ତାକାଲି ମଧ୍ୟ ଦିଲ୍ଲୀରେ ରହୁଛନ୍ତ। ଆସନ୍ତାକାଲି ବୁଧବାର ଦିନ  ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ଓଡିଶାର ବିଜେପି ସଭାପତି ନିଯୁକ୍ତି ଏବଂ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ସଂପର୍କରେ ଶାହାଙ୍କ ସହିତ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏଥିସହିତ ସେ କଣ ସଫଳତା ହାସଲ କରିଛନ୍ତି ସେ ନେଇ ସେ ଅମିତ ଶାହଙ୍କୁ ଅବଗତ କରାଇବେ।

Share This Article