ଭୁବନେଶ୍ୱର: ପୁଣି ରାଜ୍ୟ ବିରୋଧି କଂଗ୍ରେସର ବଳ ହଟିବ । ଗତକିଛି ଦିନ ହେବ ନିରଞ୍ଜନ ପଟ୍ଟନାୟକ ରାଜ୍ୟ କଂଗ୍ରେସର ମଙ୍ଗ ଧରିବା ପରେ ଦଳ ନବକଳେବର ପାଇଲା ପରି ଅନୁମାନ କରାଯାଉଥିଲା । କିନ୍ତୁ ଦଳରୁ କିଛି ହେବିୱଟ୍ ନେତା ଦଳ ଛାଡ଼ିବା ନେଇ ଇସାରା ଦେବାସହ ନବୀନଙ୍କ ଶରଣାପର୍ଣ୍ଣ ହେବା ନେଇ ନିଶ୍ଚିତ କରିଛନ୍ତି । କେନ୍ଦ୍ରାପଡ଼ାରୁ ସାଂସଦ ବୈଜୟନ୍ତ ଦଳରୁ ବିଦା ହେବା ପରେ ବିଜେଡ଼ି ଦଳକୁ ବଳ ଗୋଟାଉ ଥିବା ବେଳେ କଂଗ୍ରେସର ଯୁବନେତା ଅଂଶୁମାନ ମହାନ୍ତି ବିଜେଡିରେ ମିଶିବା ନେଇ ଇସାରା ଦେଇଛନ୍ତି । ଅନ୍ୟପଟେ କଂଗ୍ରେସର ଝାରସୁଗୁଡ଼ା ବିଧାୟକ ନବ ଦାସ ଜିଲ୍ଲାରେ ଦଳୀୟ ମିଣ୍ଟଂ ଦଳରୁ ଗୋଡ଼ ଟେକି ଦେଇଛନ୍ତି । ଏହାସହ କଂଗ୍ରେସର ବୋଲ ରେ ନଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ଦଳକୁ ବାଏ ବାଏ କରିଛନ୍ତି । ଅନ୍ୟପଟେ ଅଂଶୁମାନଙ୍କ ବଡ଼ ବାପା ପୋଖତ ଖେଲୁଆଡ଼ ବିଜୟ ମହାପାତ୍ର ଓ ବିଜେପି ବିଧାୟକ ଦୀଲ୍ଲିପ ରାୟ ମଧ୍ୟ ଶଙ୍ଖ ଗଡ଼ରେ ଏଣ୍ଟ୍ରି ମାରିବା ନେଇ ନବୀନଙ୍କ ସହ ଚୁକ୍ତି କରିଛନ୍ତି । ଯାହାର ସଫଳ ରୂପାୟନ ବିଜେଡିର ପ୍ରତିଷ୍ଠା ଦିବସରେ ରାଜ୍ୟବାସୀ ଦେଖିବେ ।
ହଟିବ ବିରୋଧିଙ୍କ ବଳ; ବିଜେଡିର ପ୍ରତିଷ୍ଠା ଦିବସରେ ଶଙ୍ଖ ଫୁଙ୍କିବେ କଂଗ୍ରେସର ପ୍ରକାଶ, ଅଂଶୁମାନ, ନବ ବିଜେପିର ବିଜୟ ,ଦୀଲ୍ଲିପ…
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
