ଦିଲ୍ଲୀରେ ବିଜେପିର ବିପୁଳ ବିଜୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆସିଲା ପ୍ରତିକ୍ରିୟା

Odisha Hot News
0 Min Read

ଭୁବନେଶ୍ଵର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶରେ ଦ୍ରୁତ ବିକାଶ ହେଉଛି। ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀରେ ପ୍ରଦୂଷଣ, ପାନୀୟ ଜଳ ଯୋଗାଣ ଏବଂ ଖରାପ ପାଣିପାଗକୁ ନେଇ ଜନସାଧାରଣ ଅତିଷ୍ଠ ହୋଇପଡିଥିଲେ। ଦିଲ୍ଲୀର ବିକାଶକୁ ଆଗେଇ ନେବାପାଇଁ ନାଗରିକମାନେ ବିଜେପି ଉପରେ ଭରସା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Share This Article