ଆଜି ଶ୍ରୀମନ୍ଦିରରେ ପବିତ୍ର ଭୈମୀ ଏକାଦଶୀ: ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

Odisha Hot News
0 Min Read

ନୂଆଦିଲ୍ଲୀ: ଆଜି ପବିତ୍ର ଭୈମୀ ଏକାଦଶୀ। ଶ୍ରୀମନ୍ଦିରରେ ଏ ନେଇ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ବିଶେଷ ନୀତି ସମ୍ପାଦନକୁ ଦୃଷ୍ଟିରେ ରଖି ଆଜି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖାଯିବ।

ତେବେ ରବିବାର ଠାରୁ ପୁନର୍ବାର ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ଭଣ୍ଡାର ଘର ମରାମତି କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି।

Share This Article