ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ, ବିପୁଳ ପରିମାଣର ମଦ ପୋଚ ଜବତ

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜରଡା ଥାନା ଅର୍ନ୍ତଗତ ହରିପୁର ଓ ଠଣାଗାଁ ଅଞ୍ଚଳରେ କିଛି ଦେଶୀମଦ ଭାଟି ଉପରେ ଉଭୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ପ୍ରାୟ ୨୭ ହଜାର ଲିଟର ମଦ ପୋଚ ନଷ୍ଟ ହୋଇଥିବା ଉଭୟ ବିଭାଗ ପକ୍ଷରୁ ଜଣାପଡିଛି। କିନ୍ତୁ ଆଗୁଆ ସୂଚନା ପାଇ ମଦ ଭାଟି କର୍ମଚାରୀ ଆଉ ମାଲିକ ମାନେ ସେଠାରୁ ଖସି ପଳାଇଯିବାର ସଫଳ ହୋଇଛନ୍ତି।

Share This Article