ରେଳ ଦୁର୍ଘଟଣାରେ ବୃଦ୍ଧା ମୃତ

Odisha Hot News
0 Min Read

ଭୁବନେଶ୍ଵର: ବଲାଙ୍ଗୀର ରେଳ ପଥର ନରସିଂହଗଡ଼ ଷ୍ଟେସନ ପାଖରେ ରେଳ ଦୁର୍ଘଟଣାରେ ଜଣେ ୮୦ ବର୍ଷିଆ ବୃଦ୍ଧାଙ୍କ ଅକାଳ ମୃତ୍ୟୁ ହୋଇଛି। ଆଜି ସକାଳ ୯ଟା ସମୟରେ ବଲାଙ୍ଗୀରରୁ ସୁବର୍ଣ୍ଣପୁର ଆସୁଥିବା ପାସେଞ୍ଜର ଟ୍ରେନରେ ଧକ୍କା ଖାଇ ଖମ୍ବେଶ୍ୱରୀପାଲି ଗାଁର ବୃଦ୍ଧା ଜଣକଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବଲାଙ୍ଗୀର ଜିଆରପି ପୋଲିସ ପହଞ୍ଚି ଦୁର୍ଘଟଣାର ଅନୁସନ୍ଧାନ ଜାରି ରଖିଥିବା ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି।

Share This Article