ଭୁବନେଶ୍ଵର: କୋରାପୁଟ ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକରେ ଶନିବାର ଦିନ ସକାଳୁ ଆରମ୍ଭ ନହୋଇ ଦିନ ୧୦ଟା ରେ ଆରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛନ୍ତି। କ୍ରମାଗତ ଶୀତ ଲାଗି ରହି ଥିବାରୁ ଓ ତାପମାତ୍ରା ସକାଳ ସମୟରେ ହ୍ରାସ ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆସନ୍ତା ଶନିବାର ଠାରୁ ଫେବୃଆରୀ ୧୫ ତାରିଖ ମଧ୍ୟରେ ପଡ଼ୁଥିବା ସମସ୍ତ ଶନିବାରରେ ସ୍କୁଲ ଗୁଡ଼ିକ ସକାଳୁ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି।
ଶୀତ ପାଇଁ ବିଳମ୍ବରେ ଖୋଲିବ ସ୍କୁଲ

You Might Also Like
- Advertisement -
Comment