ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ,ବାହାନଗା ତହସିଲ ରେ ଆଜି ସରକାର ଚିଟ୍ ଫଣ୍ଡ ପଇସା ଫେରସ୍ତ ପାଇଁ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ଲଗାଇ ଡକରା ଦେଇଥିଲେ । କିନ୍ତୁ ଆଜି ଯେତେବେଳେ ଜମାକାରୀ ମାନେ ଆସି ଦେଖିଲେ ,ଆସିଥିବା ଲିଷ୍ଟ ରେ ନିଜର ନାମ କୁ ପାଇ ନଥିଲେ । ତେବେ ଏହି କାରଣରୁ ସେମାନଙ୍କ ମଧ୍ୟରେ ଉତେଜନା ବଢିବା ସହ ତହସିଲ ଗେଟରେ ତାଲା ପକାଇ ଦେଇଥିଲେ । ସେପଟେ ବିଭାଗୀୟ ଅଫିସରଙ୍କୁ ପଚାରିବାରୁ ସେ କହିଲେ ସବୁ ଲୋକଙ୍କର ନାମ ନାହିଁ ଯେତିକି ଅଛି ସେମାନଙ୍କର ଭେରୀଫିକେସନ ହେବ , କିନ୍ତୁ ମାଇକ ଯୋଗେ ପ୍ରଚାର ହେବାରୁ ସବୁ ଜମାକାରୀ ଆସି ଯାଇଛନ୍ତି । ଏଠାରେ କଥା ଉଠୁଛିକି ସରକାର କାହାକୁ ଟଙ୍କା ଫେରସ୍ତ କରିବେ ଆଉ କାହାକୁ କରିବେନି କିଛି ଜଣା ପଡୁନାହିଁ । ଫଳରେ ଜମାକାରୀ ମାନେ ପଇସା ପାଇବା ଆଶାରେ ହନ୍ତସନ୍ତ ହେଉଛନ୍ତି ।
ଚିଟ ଫଣ୍ଡ ପଇସା ଫେରସ୍ତ କୁ ନେଇ ବିବାଦ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
