ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକାଥରେ ୮୯ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପ୍ରମୋସନ ସହିତ ବଦଳି କରିଛନ୍ତି। ଏହି ବରିଷ୍ଠ ଅଧିକାରୀମାନଙ୍କୁ ଅତିରିକ୍ତ ଏସପି ପଦବୀକୁ ପ୍ରମୋସନ କରାଯାଇଛି। ସେମାନେ ହେଲେ
ଏଥିସହିତ ୧୧ ଜଣଙ୍କୁ ମଧ୍ୟ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ଗୃହ ବିଭାଗ ତରଫରୁ ଏହି ବିଜ୍ଞପ୍ତି ପ୍ରକାଶିତ କରାଯାଇଛି।
Comment