ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କଣ କଲା ତାଣ୍ଡବ, ଦେଖନ୍ତୁ ଏହି ସବୁ ଫଟୋ

Odisha Hot News
1 Min Read

ଭୁବନେଶ୍ବର: ବାତ୍ୟା ଦାନା ଶେଷରେ ସ୍ଥଳଭାଗ ଛାଡିବା ପକ୍ରିୟା ଆରମ୍ଭ କରିଛି। ଗତକାଲି ମଧ୍ୟ ରାତ୍ରୀରେ ଏହା ସ୍ଥଳଭାଗ ସ୍ପର୍ଶ କରିଥିଲା। ଏହାର ଲ୍ୟାଣ୍ଡଫଲ ପକ୍ରିୟା ରାତି ପ୍ରାୟ ୧୨ଟା ୫ରୁ ଆରମ୍ଭ ହୋଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା। ଏହି ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ତେବେ ଏହି ସମୟରେ ଯେଉଁ ତାଣ୍ଡବ ଲିଳା କରିଥିଲା ତାହାର ଏହା ହେଉଛି ପ୍ରମାଣ।

ବର୍ତ୍ତମାନ ଦାନା ଭୀଷଣ ବାତ୍ୟାରୁ କେବଳ ବାତ୍ୟାରେ ପରିଣତ ହୋଇଛି। ଆଉ ଏକ ଘଣ୍ଟା ମଧ୍ୟରେ ଏହା ସ୍ଥଳଭାଗରୁ ଅପସରି ଯିବ। ବାତ୍ୟା ପରେ ଅବପାତ, ପରେ ଲଘୁଚାପକୁ ପରିବର୍ତ୍ତନ ହୋଇ ଏହା ଉଭେଇ ଯିବ।

Share This Article