ବିଧାନସଭା ପରିସରରେ ଗୋପବନ୍ଧୁ ଜୟନ୍ତି ପାଳିତ, ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ମାଲ୍ୟାର୍ପଣ

Odisha Hot News
0 Min Read

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତି। ଏହି ଉପଲକ୍ଷେ ଆଜି ବିଧାନସଭା ପରିସରରେ ପାଳିତ ହୋଇଛି ଏହି ଜୟନ୍ତି। ସେଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ବିଧାନସଭା ସଚିବ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ଓ ଅଧିକାରୀ ଯୋଗ ଦେଇଥିଲେ।

Share This Article