ବିଜେଡି ଗଠନ କଲା ତିନିଟି ନୂଆ କମିଟ, ଜାଣନ୍ତୁ କେଉଁ ନେତାମାନେ ଏଥିରେ ଅଛନ୍ତି

Odisha Hot News
0 Min Read

ଭୁବନେଶ୍ବର: ବିଜେଡି ତିନିଟି ନୂଆ କମିଟ ଗଠନ କରିଛି। ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଦସ୍ତଖତର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ତିନୋଟି କମିଟ ହେଲା ଉପଦେଷ୍ଠା କମିଟ, ସଦସ୍ୟତା ଅଭିଯାନ କମିଟ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟ। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ

ପ୍ରଥମେ ଉପଦେଷ୍ଠା କମିଟରେ 17 ଜଣ, ସଦସ୍ୟତା କମିଟରେ 22 ଜଣ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟରେ 21 ଜଣ ସଦସ୍ୟ ରହିଛିନ୍ତି। ଏହି କମିଟ ତୁରନ୍ତ କାର୍ଯ୍ୟକାରୀ କରାଗଲା ବୋଲି କୁହାଯାଇଛି।

Share This Article