ପ୍ୟାରିସ ଅଲିମ୍ପିକରେ ଭାଗ ନେବାକୁ ଯାଉଥିବା ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

Odisha Hot News
0 Min Read

ଭୁବନେଶ୍ଵର: ପ୍ୟାରିସ ଅଲିମ୍ପିକରେ ଭାଗ ନେବାକୁ ଯାଉଥିବା ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ”ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ଓଡ଼ିଶାର ଦୁଇ ଗର୍ବ, ଜାଭେଲିନ ଖେଳାଳି କିଶୋର ଜେନା ଏବଂ ହକି ତାରକା ଅମିତ୍ ରୋହିଦାସଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ବିଶ୍ବ କ୍ରୀଡ଼ା ମହାକୁମ୍ଭରେ ଉଭୟ ଖେଳାଳିଙ୍କ ସମେତ ସମସ୍ତ ଭାରତୀୟ ଖେଳାଳିଙ୍କ ଐତିହାସିକ ସଫଳତା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।”

Share This Article