ଧର୍ମଶଳା: (ନରେନ୍ଦ୍ର ଭଞ୍ଜଙ୍କ ରିପୋର୍ଟ) ଯେତେବେଳେ ଭାଗ୍ୟ ହାତ ଛାଡ଼ି ଦେଲା ସେତେବେଳେ ନବୀନଙ୍କ ଜନହିତକାରୀ ଯୋଜନା ମୋତେ ସାହାରା ଦେଲା । ଆଉ ଜୀବନର କଷଠି ପଛରେ ମୋତେ ଓ ମୋର ମାଆକୁ ଚାଲିବାକୁ ରାସ୍ତା ଦେଖାଇଲା । ଏପରି ଦୁଃସମୟ ଆସିଥିଲା ଯେଉଁ ସମୟରେ ପଡ଼ୋସୀ, ବନ୍ଧୁ ଆତ୍ମିୟ ହାତ ଛାଡ଼ି ଦେଇଥିଲେ । ସେହି ସମୟରେ କାଳେ ନବୀନଙ୍କ ଜନହିତାକାରୀ ଯୋଜନା ପୁଣି ବଂଚିବା ପାଇଁ ଆଶା ବାନ୍ଧିଲା । ଏପରି କୋହ ଭରା କଣ୍ଠରେ ଭିନ୍ନକ୍ଷମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଂସଶାରେ ପୋତି ଦେଇଛନ୍ତି । ଯାହାର କଥା ଆମେ କହିବାକୁ ଯାଉଛୁ ସେ ହେଉଛନ୍ତି, ଯାଜପୁର ଜିଲ୍ଲା ଧର୍ମଶଳା ବ୍ଲକ୍ ରାଇଛନ୍ଦା ପଂଚାୟତ କଂଟାପାଟଣା ଗାଁର ଭିନ୍ନକ୍ଷମ ବାବୁ ବିଜୟ ବେଜ ।
ଭିନ୍ନକ୍ଷମ ବାବୁ କୁହନ୍ତି ମତେ ଯେତେବେଳେ ୨ବର୍ଷ ସେତେବେଳେ ମୋର ବାପା ଏକ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଯାନ୍ତି । ଠିକ୍ ଏପରି ସମୟରେ ମୋର ଗରିବ ବିଧବା ମାଆ ଅନ୍ୟ ଘରେ ପାଇଟ କରି ମୋତେ ପାଠ ପଢାଇ ବଡ଼ ମଣଷ କରିବା ପାଇଁ ଦିନରାତି ଏକ କରି ଦେଉଥିଲା । ମାଆର ଭଙ୍ଗା ମନ ଏକମାତ୍ର ପୁଅକୁ ନେଇ ଯୋଡ଼ି ହେଉଥିବା ବେଳେ ଅକାଳରେ ଦଇଁବ ଦାଉ ସାଜିଲା । ବାବୁ ୧୦ମ ଶ୍ରେଣୀରେ ପଢୁଥିବା ବେଳେ ଚାଳ ମାଟି ଘର ସଜାଡ଼ିବା ପାଇଁ ଗାଁ ମୁଣ୍ଡରୁ ମାଟି ଆଣିବାରେ ମାଆକୁ ସାହାର୍ଯ୍ୟ କରୁଥିଲା । ମାଟି ତାଡ଼ୁଥିବା ବେଳେ ହଠାତ୍ ବାବୁଙ୍କ ଉପରେ ମାଟି ଅତରା ଖସିପଡ଼ିଲା । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ବ୍ୟୟବହୁଳ ଚିକିତ୍ସା ହୋଇଥିଲେ ମଧ୍ୟ ବାବୁ ଚାଲିବାରେ କିନ୍ତୁ ସକ୍ଷମ ହେଲେ ନାହିଁ । ଗରିବ ମାଆ ପୁଅକୁ ଭଲ କରିବା ପାଇଁ ଉଧାରି କରଜ କରିବା ସହ ଘରର ଆସବାପତ୍ର ଜମିବାଡ଼ି ବିକ୍ରିକରି ମେଡ଼ିକାଲରୁ ମେଡ଼ିକାଲ ବୁଲିଥିଲେ ମଧ୍ୟ ବାବୁ କିନ୍ତୁ ଶର୍ଯ୍ୟାରୁ ଉଠି ନଥିଲେ । ଶେଷରେ ଅସହାୟ ନିରୂପାୟ ହୋଇ ମାଆ ମେଡ଼ିକାଲରୁ ପୁଅକୁ ଧରି ଘରକୁ ଫେରିଥିଲା ।
ପୁଅକୁ ଅଶାବାଡ଼ି ଧରି ଚଲାଇବା ପାଇଁ ଅସହାୟ ବିଧବା ମାଆ, ସୁକିନ୍ଦାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ ଘଡ଼ାଇଙ୍କ ନିକଟରେ ଗୁହାରୀ କରିଥିଲା । ଆଉ ମନ୍ତ୍ରୀ କିଛି ଆର୍ଥିକ ସହାୟତା ଦେବା ସହ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଲେ । ମନ୍ତ୍ରୀଙ୍କ ଏହି ସହାୟତାର ଚିକିତ୍ସା ବାବୁଙ୍କୁ ଆଶା ବାଡ଼ି ଦେଇ ଚାଲିଥିବା ସର୍ବସମ୍ମୁଖରେ ମାଆ ପ୍ରକାଶ କରନ୍ତି । ଖାଲି ଏତିକିରେ ସରିନଥିଲା ବାବୁଙ୍କୁ ସରକାରୀ ସହାୟତା । ବାପାଙ୍କ ଦୁର୍ଘଟଣା ଜନିତ କ୍ଷତିପୂରଣ ତୁରନ୍ତ ଦେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାସହ ବଂଚିତ ଥିବା ସରକାରୀ ଯୋଜନା ମଧ୍ୟ ପାଇଥିଲେ । ସରକାରଙ୍କ ଇନ୍ଦିରା ଆବସ ଯୋଜନା ଓ ମୋ କୁଡ଼ିଆ ଯୋଜନାରେ ଉଭୟ ମା ଓ ପୁଅ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ପୁଅକୁ ଭିନ୍ନକ୍ଷମ ଭତା ଓ ମାଆକୁ ବିଧବା ଭତା ସହିତ ନବୀନଙ୍କ ଅନ୍ନପୂର୍ଣ୍ଣା ଯୋଜନା ମଧ୍ୟ ବଂଚିବା ପାଇଁ ସହାୟ ହୋଇଛି । ଏହାସହ ବିଧବା ମାଆକୁ ଅଙ୍ଗନୱାଡ଼ି କେନ୍ଦ୍ରରେ ସହାୟିକା ଭାବେ ଚାକିରୀ ମଧ୍ୟ ମିଳିଛି । ଯାହାକୁ ନେଇ ଭିନ୍ନକ୍ଷମ ବାବୁ ନବୀନଙ୍କୁ ପ୍ରଂସଶା କରିବାସହ ଫ୍ୟାନ୍ ବନି ଯାଇଛନ୍ତି । ଏପରିକି କର୍ମ କ୍ଷେତ୍ରରେ ଓ ବସରେ ଯାତ୍ରା କରୁଥିବା ବେଳେ ମଧ୍ୟ ନବୀନଙ୍କ ଚର୍ଚ୍ଚା ଆଲୋଚନା କରିବାରେ ପଛଘୂଞ୍ଚା ଦେଉନାହାଁନ୍ତି ।
ଏତିକିରେ ସରିନାହିଁ ଭିନ୍ନକ୍ଷମ ବାବୁଙ୍କ ଜୀବନ କାହାଣୀ । ରିଲ୍ ଭଳି ଲାଗୁ୍ଥିବା ବାବୁଙ୍କ ଜୀବନ କାହାଣୀ ବିଶ୍ୱାସ ନହେଲେ ବି ସତ । ଏପରି ଘାତ ପ୍ରତିଘାତ ମଧ୍ୟରେ ବଂଚିବା ଶିଖିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ । ଭିନ୍ନକ୍ଷମ ବାବୁ କର୍ମରେ ମଧ୍ୟ ପଛରେ ପଡ଼ିନାହାଁନ୍ତି । ଗତକିଛି ବର୍ଷ ହେବ କଟକରେ ଏକ ଫାଇବର ଓଲଡ଼ିଂ ଦୋକାନ କରିଛନ୍ତି । ଯେଉଁଥିରେ ତାଙ୍କ ପରିବାର ଚଳାଇବା ସହ ଏକମାତ୍ର ଝିଅକୁ ପଢାଇବାରେ ସକ୍ଷମ ହୋଇଛନ୍ତି । ବାବୁଙ୍କ ଜୀବନ କାହାଣୀ ଏତେ ବିସ୍ତିର୍ଣ୍ଣ ଯାହା ଆପଣଙ୍କ ନିକଟରେ ଆଲୋଚନା କଲେ ସମ୍ଭବ ହେଉନାହିଁ । ଭିନ୍ନକ୍ଷମ ବାବୁଙ୍କ ଆଶା ନବୀନଙ୍କ ସହ ସାକ୍ଷାତ ଆଉ କିଛି ଆଳାପ ଯାହାକୁ ନେଇ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ।
ଆଜି ଭିନ୍ନକ୍ଷମ ଦିବସରେ ଭିନ୍ନ ଏକ ଜୀବନ…
7 Comments
7 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
Zanurz się w fascynujący świat kasyna online Slottica, popularnej platformy hazardowej, która zdobyła uznanie graczy w ponad 15 krajach Europy, w tym w Polsce, Niemczech i Czechach. Nasza oferta obejmuje przeszło 8500 gier kasynowych od czołowych dostawców, takich jak Games Global, Play’n GO, Pragmatic Play czy EGT. Znajdziesz tu zarówno klasyczne automaty w stylu Book of Dead czy Sizzling Hot Deluxe, jak i nowoczesne sloty z progresywnymi jackpotami, np. Mega Moolah, a także gry stołowe i emocjonujące rozgrywki na żywo z krupierami od Evolution Gaming. Możesz także pobrać naszą oficjalną aplikację, zalogować się na swoje konto lub założyć nowe.
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów. Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online.
Ludzie od zawsze poszukują dreszczyku emocji — pragną podjąć ryzyko w legalnych casino w Polsce, poczuć przypływ adrenaliny i przy okazji odmienić swój los finansowy. Pytanie tylko: gdzie dziś najłatwiej znaleźć taką okazję?
Choć na polskim rynku platforma Vavada.net jest obecna od stosunkowo niedawna, nasz globalny debiut miał miejsce już w 2017 roku. Od tego czasu zdołaliśmy zbudować solidne zaufanie wśród tysięcy miłośników hazardu nad Wisłą. Każdego dnia nasz portal rejestruje wizyty ponad 8000 aktywnych użytkowników, co stanowi najlepszy dowód na nasz dynamiczny rozwój. Społeczność graczy docenia nas przede wszystkim za bezproblemowe działanie, świetne bonusy oraz fachowe podejście do klienta.