ଭୁବନେଶ୍ଵର: ରାଜ୍ୟରେ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳିରୁ ମୁକ୍ତି ମିଳୁନାହିଁ। ତେଣୁ ଏହାକୁ ଦ୍ରୁଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଅପରିବର୍ତ୍ତିତ ରଖିଛନ୍ତି। ହେଲେ ସକାଳୁଆ ସ୍କୁଲକୁ ଆଉ ଦିନକ ପାଇଁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ମଧ୍ୟ ସ୍କୁଲ ସକାଳ ୬.୩୦ ରୁ ୧୦.୩୦ ଯାଏଁ ଖୋଲା ରହିବ। କିନ୍ତୁ ଆସନ୍ତା ୨୨ ତାରିଖଠାରୁ ସ୍ଵାଭାବିକ ସମୟରେ ସ୍କୁଲ ଖୋଲିବ ବୋଲି ଘୋଷଣା କରାଯାଇଛି।
ଆଉ ଦିନକ ପାଇଁ ବଢିଲା ସକାଳୁଆ ସ୍କୁଲର ନିଷ୍ପତ୍ତି: ୨୨ ଠାରୁ ହେବ ସ୍ଵାଭାବିକ

You Might Also Like
- Advertisement -
Comment