ଚିଲିକା ବିଧାନସଭା: ୧୫ ରାଉଣ୍ଡ ଗଣତି ପରେ ବିଜେପି ପ୍ରାର୍ଥୀ ୪ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଆଗୁଆ

Odisha Hot News
0 Min Read

ଭୁବନେଶ୍ବର: ଚିଲିକା ବିଧାନସଭାରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଆଗୁଆ ଅଛନ୍ତି। ମୋଟ ୧୮ ରାଉଣ୍ଡ ମଧ୍ୟରୁ ୧୫ ରାଉଣ୍ଡ ଗଣତି ପରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ ୪ ହଜାର ୫୨୦ ଭୋଟ ଆଗରେ ଅଛନ୍ତି। ଉଭୟ ପ୍ରାର୍ଥୀଙ୍କୁ ୧୫ ରାଉଣ୍ଡ ପରେ ଯେତେ ଭୋଟ ପାଇଛନ୍ତି ତାହା ହେଲା…

୧- ପୃଥ୍ବୀରାଜ ହରିଚନ୍ଦନ, ବିଜେପି- ୭୧, ୫୫୩

୨- ରଘୁନାଥ ସାହୁ, ବିଜେଡି- ୬୭,୦୩୩

Share This Article