ଓଡିଶା ବିଧାନସଭାର ମ୍ୟାଜିକ ନମ୍ବର ଉପରକୁ ଗଲା ବିଜେପି, 81 ଆସନରେ ଜିତି ସରକାର କରିବ ଦଳ

Odisha Hot News
0 Min Read

ଭୁବନେଶ୍ବର: ଆଜି ଓଡିଶା ବିଧାନସଭାର ଫଳାଫଳ ବଡ ରୋଚକ ସ୍ଥିତିରେ ପରିବର୍ତ୍ତନ ହୋଇଛି। ଯାହା କେହି କଳ୍ପନା କରି ନ ଥିଲେ ତାହା ଘଟିଛି। ବର୍ତ୍ତମାନ ବିଜେପି ସର୍ବାଧିକ ଆସନରେ ଆଗୁଆ ରହି ଜିତିବା ସ୍ଥିତିରେ ରହିଛି। ଏପରିକି ଦଳ ସରକାର ଗଠନ କରିବାର ମ୍ୟାଜିକ ନମ୍ବର 74 ପାର ହୋଇସାରିଛି। ଫଳରେ ଏଥର ରାଜ୍ୟରେ ବିଜେପି ସରକାର କରିବା ନିଶ୍ଚିତ ହୋଇଛି। ବିଭିନ୍ନ ଦଳର ବର୍ତ୍ତମାନର ସ୍ଥିତି ହେଲା

ବିଜେପି- 81

ବିଜେଡି-  47

କଂଗ୍ରେସ- 15

ଅନ୍ୟାନ୍ୟ- 04

Share This Article