ରଣପୁର ବିଧାନସଭା ଆସନ: ୧୬ ରାଉଣ୍ଡ ଗଣତି ପରେ ବିଜେପି ପ୍ରାର୍ଥୀ ୧୫ ହଜାରରୁ ଊର୍ଦ୍ଧ୍ଵ ଭୋଟରେ ଆଗୁଆ

Odisha Hot News
0 Min Read

ଭୁବନେଶ୍ବର: ରଣପୁର ବିଧାନସଭାରେ ବିଜେପି ପ୍ରାର୍ଥୀ ସୁରମା ପାଢି ଆଗୁଆ ଅଛନ୍ତି। ମୋଟ ୧୮ ରାଉଣ୍ଡ ମଧ୍ୟରୁ ୧୬ ରାଉଣ୍ଡ ଗଣତି ପରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ ୧୫ ହଜାର ୧୯୪ ଭୋଟ ଆଗରେ ଅଛନ୍ତି। ଉଭୟ ପ୍ରାର୍ଥୀଙ୍କୁ ୧୬ ରାଣ୍ଡ ପରେ ଯେତେ ଭୋଟ ପାଇଛନ୍ତି ତାହା ହେଲା…

୧- ସୁରମା ପାଢି, ବିଜେପି- ୭୬,୭୩୭

୨- ସତ୍ୟନାରାୟନ ପ୍ରଧାନ, ବିଜେଡି- ୬୧,୫୪୩

Share This Article