ଆସିଲା ଓଡିଶାର ତୃତୀୟ ପର୍ଯ୍ୟାୟର ଚୁଡାନ୍ତ ମତଦାନ ହାର, ଭୁବନେଶ୍ବର ସବୁଠୁ ତଳେ

Odisha Hot News
1 Min Read

ଭୁବନେଶ୍ବର: ପ୍ରକାଶିତ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଚୁଡାନ୍ତ ମତଦାନ ହାର। ଏଥିରେ ଭୁବନେଶ୍ବର ଲୋକସଭାରେ ସର୍ବନିମ୍ନ ଭୋଟ ହାର ପରିଲକ୍ଷିତ ହୋଇଛି। ହେଲେ ସମ୍ବଲପୁରରେ ସର୍ବାଧିକ ମତଦାନ ହୋଇଛି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଯେଉଁ ମତଦାନ ହାର ରହିଛି ତାହା ହେଲା

ଓଡିଶାରେ ଚାରିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଇଥିବା ବେଳେ ବର୍ତ୍ତମାନ ତିନିଟି ପର୍ଯ୍ୟାୟ ଶେଷ ହୋଇଯାଇଛି। ବର୍ତ୍ତମାନ ଶେଷ ପର୍ଯ୍ୟାୟ ଆସନ୍ତା 1 ତାରିଖରେ ଅନୁଷ୍ଠିତ ହେବ। ସେଥିରେ କେନ୍ଦ୍ରାପଡା, ମୟୁରଭଂଜ, ଭଦ୍ରକ. ଯାଜପୁର, ବାଲେଶ୍ବର ଏବଂ ଜଗତସିଂହପୁରରେ ନିର୍ବାଚନ ହେବ।

Share This Article