Odisha Voter Turnout: ଦିନ ୧ଟା ସୁଦ୍ଧା ଓଡିଶାରେ ‌ମୋଟ ୩୫.୬୯ ପ୍ରତିଶତ ମତଦାନ

Odisha Hot News
1 Min Read

Odisha Voter Turnout: ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଆଜି ଛଅଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେଉଛି। ଓଡିଶା ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ଦିନ ୧ଟା ସୁଦ୍ଧା ଓଡିଶାରେ ‌ମୋଟ ୩୫.୬୯ ପ୍ରତିଶତ ମତଦାନ ହୋଇଛି । ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ମତଦାନ ହାର ହେଲା

ଦେବଗଡରେ ୪୧ ପ୍ରତିଶତ

ଅନୁଗୁଳରେ ୩୬.୩୬ ପ୍ରତିଶତ

କଟକରେ ୩୩.୩୩ ପ୍ରତିଶତ

ନୟାଗଡରେ ୩୭.୬୯ ପ୍ରତିଶତ

ପୁରୀରେ ୩୭.୯୬ ପ୍ରତିଶତ

ସମ୍ବଲପୁର-୩୮.୨୮ ପ୍ରତିଶତ

ଢେଙ୍କାନାଳରେ ୩୫.୬୯ ପ୍ରତିଶତ

କେନ୍ଦୁଝରରେ ୩୫.୫୯ ପ୍ରତିଶତ,

ଖୋର୍ଦ୍ଧାରେ ୩୩.୫୫ ପ୍ରତିଶତ

ମୟୂରଭଞ୍ଜରେ ୩୫.୯୧ ପ୍ରତିଶତ

ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ପକ୍ଷରୁ ସୂଚନା ଦିଆଯାଇଛି ।

Share This Article