ଘୋଷଣା ହେଲା ବିଜେଡିର ପ୍ରାର୍ଥୀ ତାଲିକା, ଚିଲିକାରୁ ରଘୁନାଥ, କେନ୍ଦ୍ରାପଡାରୁ ଗଣେଶ୍ବର

Odisha Hot News
0 Min Read

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସେହି ଅନୁସାରେ ଚିଲିକାରୁ ରଘୁନାଥ ସାହୁ ପ୍ରାର୍ଥୀ ହୋଇଥିବା ବେଳେ କେନ୍ଦ୍ରାପଡାରୁ ଗଣେଶ୍ବର ବେହେରା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟମାନେ ହେଲ

ଚିଲିକା- ରଘୁନାଥ ସାହୁ

ଅନନ୍ଦପୁର- ରଘୁନାଥ ସେଠୀ

ସାରସକଣା- ଦେବାଶୀଷ ମରାଣ୍ଡି

କଂରଞ୍ଜିଆ- ବାସନ୍ତି ହେମ୍ବ୍ରମ

ରେମୁଣା- ବିଦ୍ୟାସ୍ମିତା ମହାଲିକ

ସିମୁଳିଆ- ସୁଭାଶିନୀ ସାହୁ

ବଡଚଣା- ବର୍ଷା ପ୍ରିୟଦର୍ଶିନୀ

କେନ୍ଦ୍ରାପଡା-ଗଣେଶ୍ବର ବେହେରା

ଚମ୍ପୁଆ- ସନାତନ ମହାକୁଡ

Share This Article