ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କଟକଣା ଲଗାଯାଉଛି। ଏହି କ୍ରମରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା କରାଯିବ। ପ୍ରଥମ ୩ ଥର ଭୁଲ୍ ପାଇଁ ୨୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯିବ। ତିନି ଥର ପରେ ପୁଣି ଭୁଲ କଲେ ଜରିମାନା ୫ଶହକୁ ବୃଦ୍ଧି ହେବ। ବ୍ଲକ ସଂପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର ଜରିମାନା କରିପାରିବେ। ସେହିଭଳି ପୋଲିସ ଏଏସ୍ଆଇ, ମ୍ୟୁନିସିପାଲିଟି ଓ ଓ୍ବାର୍ଡ ଅଫିସର ମଧ୍ୟ ଫାଇନ କରିପାରିବେ। ସାରା ରାଜ୍ୟରେ ଏହି ନିୟମ ଲାଗୁ ନେଇ ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇ କହିଛନ୍ତି।
ସାରା ରାଜ୍ୟରେ ଲାଗୁ ହେଲା କଟକଣା: ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୨୦୦ ଜରିମାନା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Jamesskist on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- StevenSlark on ଧାନ ଖଳାରେ ଲାଗିଲା ନିଆଁ; ସବୁ ଜଳି ପୋଡ଼ି ପାଉଁସ !
- Julioelons on ଶ୍ରୀମନ୍ଦିରରେ ପାଳିତ ହେଲା ବ୍ୟଞ୍ଜନ ଦ୍ୱାଦଶୀ, ମହାପ୍ରଭୁଙ୍କୁ ୬୭୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଅର୍ପଣ କଲେ ଭକ୍ତ !
- DannytoT on ଛଅବର୍ଷ ବୟସରେ ହୋଇଥିଲା ବାଲ୍ୟ ବିବାହ, ୧୨ବର୍ଷ ପରେ ଏଥିରୁ ମୁକୁଳି ପାରିଲେ ଯୁବତୀ
- Rafaelbox on ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
